ଭୀମ ଭୋଇ ମେଡିକାଲ କଲେଜ : ସଂନ୍ଧ୍ୟା ୫ ସୁଦ୍ଧା ଖୋଲୁନି ନିଦାନ ବିଭାଗ, ରୋଗୀ ପାଇ ପାରୁ ନାହାନ୍ତି ଉପଯୁକ୍ତ ଚିକିତ୍ସା
ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସଂନ୍ଧ୍ୟାରେ ଭୀମ ଭୋଇ ମେଡିକାଲ ନିଦାନ ବିଭାଗ ସାମ୍ନାରେ ରୋଗୀଙ୍କ ଲମ୍ବା ଲାଇନ ଦେଖିବାକୁ ମିଳିଥିଲା । ପଚରା ଯିବାରୁ ସଂନ୍ଧ୍ୟା ୫ଟା ସୁଦ୍ଧା ନିଦାନ ବିଭାଗ ଖୋଲି ନଥିବାରୁ ରୋଗୀ ଓ ପରିଜନ ଦୁଇ ଘଣ୍ଟା କାଳ ହେବ ଟେଷ୍ଟ ରିପୋର୍ଟର ଅପେକ୍ଷା କରି!-->…
Read More...
Read More...