ବେଲପଡା ପୁଲିସ ଦ୍ୱାରା ୧୫ ଜଣଦାଦନ ଶ୍ରମିକ ଉଦ୍ଧାର
ପାଟଣାଗଡ, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ବେଲପଡା ପୁଲିସ ଦ୍ୱାରା ୧୫ ଜଣ ଦାଦନ ଶ୍ରମିକ ଉଦ୍ଧାର ହୋଇଛନ୍ତି । ଉଦ୍ଧାର ଶ୍ରମିକ ମାନେ ହେଲେ ଲୋଇସିଂହା ଥାନ ଅଞ୍ଚଳର । ଏହି ଶ୍ରମିକ ମାନଙ୍କୁ ବେଲପଡା ବେହେରମୁଣ୍ଡା ଗାଁର ଦାଦନ ଦଲାଲ ଧର୍ମେନ୍ଦ୍ର ରାଉତ ବାହାର ରାଜ୍ୟକୁ ଚାଲାଣ!-->…
Read More...
Read More...