ବିଶିଷ୍ଟ ହୋଟେଲ ବ୍ୟବସାୟୀ ରାଜେନ୍ଦ୍ର ସାହୁଙ୍କ ଶେଷକୃତ୍ୟ ସମ୍ପନ୍ନ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ କଂସାରୀପଡା ନିବାସୀ ତଥା ରାଜମହଲ ଓ ରାଜ ମନ୍ଦିର ହୋଟେଲର ସ୍ୱତ୍ତାଧିକାରୀ ରାଜେନ୍ଦ୍ର ସାହୁ (୬୪)ଙ୍କ ଗତକାଲି ରାତି ଘ.୮ଟାରେ ପରଲୋକ ହୋଇଯାଇଛି । ଦୀର୍ଘ ଦିନ ହେଲା ସେ କର୍କଟ ରୋଗରେ ପୀଡିତ ହୋଇ ଭୁବନେଶ୍ୱର, ମୁମ୍ବାଇ ଓ ହାଇଦ୍ରାବାଦରେ!-->…
Read More...
Read More...