ବଲାଙ୍ଗିର ଜିଲ୍ଲା ବିଜୁ ମହିଳା ଜନତା ଦଳର ଦ୍ୱିତୀୟ ଥର ପାଇଁ ଉପସଭାପତି ହେଲେ ବବିତା ପୁଟେଲ
ବଲାଙ୍ଗିର, (କେପିଏନ୍ଏସ୍) : ବିଜୁ ଜନତା ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ବଲାଙ୍ଗିର ଜିଲ୍ଲା ବିଜୁ ମହିଳା ଜନତା ଦଳର ଉପସଭାପତି ଭାବେ ଶ୍ରୀମତୀ ବବିତା ପୁଟେଲଙ୍କୁ ମନୋନୀତ କରାଯାଇଛି । ଏଥିପାଇଁ ଶ୍ରୀମତୀ ପୁଟେଲ ଦଳର ସୁପ୍ରିମୋଙ୍କୁ ଧନ୍ୟବାଦ!-->…
Read More...
Read More...