ପ୍ରେମୀଯୁଗଳଙ୍କ ନିଖୋଜ ଘଟଣା : ୩ ଦିନ ପରେ ମୃତଦେହ ଉଦ୍ଧାର
ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଧରମବନ୍ଦା ଥାନା ଗୋଧସ ଜଳ ପ୍ରପାତକୁ ଡେଇଁ ଗତ ୩ ଦିନ ହେବ ନିଖୋଜ ଥିବା ପ୍ରେମୀଯୁଗଳଙ୍କ ମୃତଦେହ ଆଜି ଉଦ୍ଧାର ହୋଇଛି । ୪୬ ଘଣ୍ଟା ପରେ ଆଜି ପ୍ରେମୀଯୁଗଳଙ୍କ ମୃତଦେହ ନୂଆପଡ଼ା ଅଗ୍ନଶମ ବିଭାଗ ଉଦ୍ଧାର କରିଛି । ମିଳିଥିବା ସୂଚନା ମୁତାବକ,!-->…
Read More...
Read More...