Browsing Tag

ପ୍ରବଳ ବର୍ଷା ଯୋଗୁଁ ନ୍ୟୁୟର୍କରେ ଜରୁରୀକାଳୀନ ପରିସ୍ଥିତି ଲାଗୁ

ପ୍ରବଳ ବର୍ଷା ଯୋଗୁଁ ନ୍ୟୁୟର୍କରେ ଜରୁରୀକାଳୀନ ପରିସ୍ଥିତି ଲାଗୁ, ଘରୁ ବାହାରକୁ ନ ଆସିବାକୁ ନିବେଦନ

ନ୍ୟୁୟର୍କ : ଆମେରିକା ପ୍ରବଳ ବର୍ଷାର ସମ୍ମୁଖୀନ ହୋଇଛି । ମୂଷଳ ଧାରାରେରେ ବର୍ଷା ଯୋଗୁଁ ସବୁଆଡେ ଜଳମୟ ହୋଇଯାଇଥିବା ଖବର ମିଳିଛି । ରାସ୍ତାରୁ ମେଟ୍ରୋ ପର୍ଯ୍ୟନ୍ତ ଜଳମଗ୍ନ ହୋଇଛି । ବର୍ତ୍ତମାନ ପରିସ୍ଥିତି ଏପରି ହୋଇଛି ଯେ, ନ୍ୟୁୟର୍କର ମେୟର ସହରରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା
Read More...