Browsing Tag

ପାଇକମାଲ ଥାନାରେ ସାମ୍ବାଦିକ ସମ୍ମିଳନୀ ୩ଟି ଚୋରି କେସରେ ୮ ଜଣ ଗିରଫ

ପାଇକମାଲ ଥାନାରେ ସାମ୍ବାଦିକ ସମ୍ମିଳନୀ : ୩ଟି ଚୋରି କେସରେ ୮ ଜଣ ଗିରଫ

୧ଲକ୍ଷ ୧୦ ହଜାର ଟଙ୍କାର ସାମଗ୍ରୀ ଉଦ୍ଧାର ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ଥାନାରେ ୩ଟି ଚୋରି କେସର ତଦନ୍ତ କରି ପାଇକମାଲ ପୋଲିସ ୮ ଜଣଙ୍କୁ ଗିରଫ କରିବା ସହ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜବତ କରିଛି । ମଙ୍ଗଳବାର ଏନେଇ ପାଇକମାଲ ଥାନାରେ ପଦ୍ମପୁର
Read More...