Browsing Tag

ପାଇକମାଲରେ ବରିଷ୍ଠ ନାଗରିକ ସଂଘର ବୈଠକ

ପାଇକମାଲରେ ବରିଷ୍ଠ ନାଗରିକ ସଂଘର ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବରିଷ୍ଠ ନାଗରିକ ସଂଘର ଏକ ବୈଠକ ପାଇକମାଲ ସ୍ଥିତ ଧର୍ମଶାଳା ଠାରେ ସଂଘର ସଭାପତି ନନ୍ଦଲାଲ ପ୍ରସାଦ ତ୍ରିବେଦୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ସଂଘର ବାସନ୍ତୀ ସୁନାଙ୍କ ଦେହାନ୍ତ ହେବାରୁ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା ।
Read More...