Browsing Tag

ନୂଆପଡାରେ ମହିଳା କୋର୍ଟ ଉଦ୍‌ଘାଟିତ

ନୂଆପଡାରେ ମହିଳା କୋର୍ଟ ଉଦ୍‌ଘାଟିତ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା କୋର୍ଟ ପରିସରରେ ଇ-ସେବା ଓ ତାଲିମ ଶିବିରକୁ ମାନ୍ୟବର ଓଡିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଏସ. ମୁରଲୀଧର ଶୁଭ ଉଦ୍‌ଘାଟନ କରିଛନ୍ତି । ନୂତନ ସେବା ଅନେକ ସୁବିଧା ଆଣିଥିବା ବେଳେ ଏହାର ଅଭ୍ୟାସ ଦ୍ୱାରା ସହଜ ହୋଇଥାଏ ବୋଲି ମତପ୍ରକାଶ ପାଇଥିଲା ।
Read More...