Browsing Tag

ନାବାଳିକା ଝିଅକୁ ରାଜସ୍ଥାନୀ ବର

ନାବାଳିକା ଝିଅକୁ ରାଜସ୍ଥାନୀ ବର : ବାଲ୍ୟ ବିବାହ ରୋକିବାରେ ସଫଳ ହେଲା ପ୍ରଶାସନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଡୁଙ୍ଗୁରିପାଲି ସ୍ଥିତ ସାଉନ୍ତଉପେର ଗ୍ରାମରେ ନାବାଳିକା ଝିଅକୁ ରାଜସ୍ଥାନୀ ବର ସାଙ୍ଗରେ ବିବାହ କରିବା ପାଇଁ ପରିବାର ଲୋକେ ଉଦ୍ୟମ କରୁଥିଲେ । ଖବର ପାଇବା ପରେ ପ୍ରଶାସନ ପହଞ୍ଚି ବିବାହକୁ ବନ୍ଦ କରିବାରେ ସଫଳତା ହାସଲ
Read More...