ନାଇକେନଶିରା ଦିନିକିଆ ଫୁଟବଲ ପ୍ରତିଯୋଗିତା ଉଦଯାପିତ : ମୁରସିଂହକୁ ପେନାଲଟିରେ ୬-୫ଗୋଲରେ ହରାଇ ନାଇକେନଶିରା ଚାମ୍ପିଅନ
				ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ହାତୀସରା ପଞ୍ଚାୟତ ନାଇକେନଶିରାରେ ଦିନିକିଆ ଫୁଟବଲ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି । ଏଥିରେ ୮ଟି ଦଳ ଭାଗ ନେଇଥିଲେ । ଫାଇନାଲ ଖେଳରେ ନାଇକେନଶିରା ଦଳ ମୁରସିଂହକୁ ପେନାଲଟିରେ ୬-୫ଗୋଲରେ ବିଜୟ ଲାଭ କରିଥିଲା । ଏହି ପ୍ରତିଯୋଗିତାର!-->…					
Read More...
				Read More...
