ଧର୍ମ ପରାୟଣା ମହିଳାଙ୍କ ପରଲୋକ
ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍ଥାନୀୟ ହନୁମାନପଡା ସ୍ଥିତ ଅବସରପ୍ରାପ୍ତ ରେଞ୍ଜର ସ୍ୱର୍ଗତ ଗିରୀଶ ଚନ୍ଦ୍ର ପାଢୀଙ୍କ ଧର୍ମପତ୍ନୀ ଯଶୋବନ୍ତୀ ପାଢୀଙ୍କ ଆଜି ନିଜସ୍ୱ ବାସଗୃହରେ ୮୬ ବର୍ଷ ବୟସରେ ଦେହାନ୍ତ ଘଟିଛି । ସେ ଜଣେ ଧର୍ମ ପରାୟଣା, ମିଷ୍ଟଭାଷୀ ତଥା ପରୋପକାରୀ ମହିଳା ଥିଲେ । ସେ!-->…
Read More...
Read More...