Browsing Tag

ଡେଲାଙ୍ଗରେ ପ୍ରସିଦ୍ଧ ଝୁଲଣ ପର୍ବ

ଡେଲାଙ୍ଗରେ ପ୍ରସିଦ୍ଧ ଝୁଲଣ ପର୍ବ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ଘୋରଡିଆ ଗ୍ରାମର ପ୍ରସିଦ୍ଧ ଝୁଲଣଯାତ୍ରା ରାଧାକାନ୍ତ ଦେବ ମଠ ଓ ରାଧାମୋହନ ଦେବ ମଠରେ କୋଭିଡ କଟକଣା ମାନି ଚଳିତ ବର୍ଷ ଶ୍ରାବଣ ମାସ ଶୁକ୍ଳପକ୍ଷ ଏକାଦଶୀ ତିଥିରେ ଅନୁଷ୍ଠିତ ହୋଇ ରବିବାର ଦିନ ଶେଷ ହୋଇଯାଇଛି ।
Read More...