Browsing Tag

ଟ୍ରକଉପରକୁ ଚଢିଗଲା ସ୍କୁଟି : ୨ ମୃତ

ଟ୍ରକ ଉପରକୁ ଚଢିଗଲା ସ୍କୁଟି : ୨ ମୃତ, ୨ ଗୁରୁତର

ସୁନ୍ଦରଗଡ, (ସସ୍ମିତା ପ୍ରଧାନ) : ସୁନ୍ଦରଗଡ ଲହୁଣିପଡାରେ ଆଜି ଏକ ଭୟଙ୍କର ସଡକ ଦୁର୍ଘଟଣା ଘଟିଥିବା ଖବର ମିଳିଛି । ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଜଣ ଗୁରୁତର ହୋଇ ହସ୍‌ପିଟାଲରେ ଚିକିତ୍ସାଧିନ ଥିବା ଜଣାପଡିଛି ।
Read More...