Browsing Tag

ଟେଲିବନ୍ଧ ଓ ବନ୍ଧା ପଥର ଅଞ୍ଚଳରେ ଅବକାରୀ ଚଢାଉ ୩୦ ଲିଟର ରନ୍ଧା ମଦ ଜବତ ସହ ୩ଗିରଫ

ଟେଲିବନ୍ଧ ଓ ବନ୍ଧା ପଥର ଅଞ୍ଚଳରେ ଅବକାରୀ ଚଢାଉ ୩୦ ଲିଟର ରନ୍ଧା ମଦ ଜବତ ସହ ୩ ଗିରଫ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଅବକାରୀ ପୋଲିସ ଦ୍ୱାରା ଚଢାଉ କରାଯାଇ ବେଆଇନ ରନ୍ଧା ମଦ କାରକାର କରୁଥିବା ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିବା ସହିତ ୩୦ ଲିଟର ଦେଶୀ ମଦ ଜବତ କରାଯାଇଥିବା ଜଣାପଡିଛି । ସୂଚନା ମତେ ବୌଦ୍ଧ ଥାନା ତେଲିବନ୍ଧ ନିକଟସ୍ଥ ଆନନ୍ଦପୁର ଛକରୁ ବେଣୁ ମିର୍ଦ୍ଧା ନିକଟରୁ
Read More...