ଜାଲ୍ ସାର୍ଟିଫିକେଟ୍ ଦେଇ ଚାକିରି ହାତେଇବା ପାଇଁ ଉଦ୍ୟମ କରିବା ଅଭିଯୋଗରେ ଜଣଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ
ବଲାଙ୍ଗିର, (କେପିଏନ୍ଏସ୍) : ଜିଲ୍ଲାରେ ପୁଣି ଜାଲ୍ ସାର୍ଟିଫିକେଟ ମାମଲା । ଦୁଇଦିନ ହେଲା କ୍ରାଇମବ୍ରାଞ୍ଚ ବଲାଙ୍ଗିର ଜିଲାରେ ଡେରା ପକାଇ ବିଭିନ୍ନ ଅଫିସକୁ ଅଫିସ ଯାଇ ନକଲି ସାର୍ଟିଫିକେଟର ଯାଂଚ କରୁଥିଲା । ଆଜି ଏହି ମାମଲାରେ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଗିରଫ କରି!-->…
Read More...
Read More...