ଜାଲେଣୀ ଗ୍ୟାସ୍ ସିଲିଣ୍ଡର୍ ଦରବୃଦ୍ଧି ପ୍ରତିବାଦରେ ବିଜେଡ଼ିର ଜିଲ୍ଲା ବ୍ୟାପି ବିକ୍ଷୋଭ ପ୍ରଦର୍ଶନ
ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : କେନ୍ଦ୍ର ସରକାରଙ୍କ ଦ୍ଵାରା ନିୟନ୍ତ୍ରିତ ଜାଲେଣୀ ଗ୍ୟାସ୍ ସିଲିଣ୍ଡର ଦର ଅହେତୁକ ବୃଦ୍ଧି ପ୍ରତିବାଦରେ ଆଜି ବରଗଡ଼ ଜିଲ୍ଲା ବିଜୁ ଜନତା ଦଳର ମହିଳା, ଯୁବ, ଛାତ୍ର ସଂଗଠନ ପକ୍ଷରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ ସହ ରାଷ୍ଟ୍ରପତିଙ୍କ!-->…
Read More...
Read More...