ଜମିରେ ଗାଈଗୋରୁ ଛାଡିଲେ ଚାଷୀ : ମରୁଡି ଘୋଷଣା ଦାବୀ
କଳାହାଣ୍ଡି, (ନରୋତମ ସେଲମା) : ଶ୍ରାବଣ ଯାଇ ଭାଦ୍ରବ ଆସିଲାଣି ହେଲେ ତଳ ରୁଆ କି ବିହୁଡା କାମ ହୋଇପାରିଲାନି । ତଳି ଗୁଡିକ ୨ ମାସରୁ ଅଧିକ ସମୟ ହେଲାଣି । ତଳି ପକାଇବାର ୨୧ ଦିନ ମଧ୍ୟରେ ରୋଇବା କଥା ହେଲେ ପାଣି ଅଭାବରୁ ମାସ ମାସ ଧରି ତଳି ପଡିରହିଛି । ତଳି ଗୁଡିକ ହଳଦିଆ ହୋଇଯିବା ସହ!-->…
Read More...
Read More...