ଜବର ଦଖଲ ଉଚ୍ଛେଦ ପ୍ରତିବାଦରେ ଜିଲ୍ଲାପାଳ ଆବାସ ଘେରିଲେ ଫଲସାପତ୍ରି ବାସିନ୍ଦା
ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ ଅଫିସର କଲୋନୀ ପଛପଟ ଫଳସାପତ୍ରି ଅଂଚଳରେ ଜବର ଦଖଲରେ ରହୁଥିବା ବାସିନ୍ଦାଙ୍କୁ ଘର ଖାଲି କରିବାକୁ ପ୍ରଶାସନ ୨୪ ଘଣ୍ଟିଆ ନୋଟିସ ଜାରି କରିଛି । ଏହି ୨୪ ଘଣ୍ଟିଆ ନୋଟିସ ବିରୁଦ୍ଧରେ ସେମାନେ ଜିଲ୍ଲାପାଳ ଆବାସ ଘେରିଛନ୍ତି । ଦଶନ୍ଧି ଦଶନ୍ଧି ଧରି!-->…
Read More...
Read More...