ଚଳିତ ବର୍ଷର ନୂଆଖାଇ ଲଗ୍ନ ଧାର୍ଯ୍ୟ
ବଲାଙ୍ଗିର, (କେପିଏନ୍ଏସ୍) : ଚଳିତ ବର୍ଷର ନୂଆଖାଇ ଲଗ୍ନ ଧାର୍ଯ୍ୟ ହୋଇଛି । ପଶ୍ଚିମ ଓଡିଶା ମହାନ ପର୍ବ ତଥା ଚଳିତ ବର୍ଷର ନୂଆଖାଇ ପାଇଁ ପାଟଣା ମହରାଜାଙ୍କ କାର୍ଯ୍ୟାଳୟ ନୂଆଖାଇ ଲଗ୍ନକୁ ନେଇ ପ୍ରଚାର ପତ୍ର ଜାରି ହୋଇଛି । ଆଗାମୀ ସେପ୍ଟେମ୍ବର ୧୧ ତାରିଖ ଶନିବାର ଦିନ, ତୁଳା ଲଗ୍ନ,!-->…
Read More...
Read More...