Browsing Tag

ଗଣେଶ ବିସର୍ଜନ କରିବାକୁ ଯାଇ ୩ ଯୁବକ ମୃତ

ଗଣେଶ ବିସର୍ଜନ କରିବାକୁ ଯାଇ ୩ ଯୁବକ ମୃତ

ନୂଆପଡା, (ନିରାକାର ମେହେର) : ସୁନାବେଡା ଗୋଧସ ଜଳ ପ୍ରପାତରେ ଗଣେଶ ମୂର୍ତ୍ତି ବିସର୍ଜନ କରିବାକୁ ଯାଇ ୩ ଜଣ ଯୁବକ ପାଣିରେ ବୁଡି ନିଖୋଜ ହୋଇଯାଇଥିଲେ । ୨୪ ଘଣ୍ଟା ପରେ ଆଜି ଅପରାହ୍ନରେ ୩ ଜଣ ଯୁବକଙ୍କ ମୃତ ଦେହ ପାଣିରୁ ଉଦ୍ଧାର କରାଯାଇଛି । ସୂଚନା ଅନୁସାରେ ସମସ୍ତ ଯୁବକ ବାହାର ରାଜ୍ୟର
Read More...