ଗଞ୍ଜାମ ଜିଲ୍ଲାକୁ ମରୁଡ଼ି ପ୍ରପୀଡ଼ିତ ଜିଲ୍ଲା ଭାବେ ଘୋଷଣା କରିବାକୁ ଋଷିକୂଲ୍ୟା ରୟତ ମହାସଭା ମଞ୍ଚ ପକ୍ଷରୁ ଦାବୀ
ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାରେ ଏବେ ଧାନଫସଲ କ୍ଷେତରେ ଅଭାବନୀୟ ପରିସ୍ଥିତି ଦେଖାଯାଇଛି । ଜିଲ୍ଲାରେ ସ୍ୱଳ୍ପ ବୃଷ୍ଟିପାତ ଯୋଗୁ ଜିଲ୍ଲାର ପ୍ରାୟ ୭୮ ପ୍ରତିଶତ ଜମିରେ ଧାନ ତଳି ନଷ୍ଟ ହୋଇଯାଇଥିବା କୁହାଯାଏ । ଏ ସମ୍ପର୍କରେ ପ୍ରଶାସନର ଦୃଷ୍ଟି ଆକର୍ଷଣ!-->…
Read More...
Read More...