କରୁଆଁଝର ପଞ୍ଚାୟତ ସରପଞ୍ଚଙ୍କ ସହ ୯୮ ଜଣ ବିଜେପି କର୍ମୀ ଦଳ ଛାଡ଼ି ବିଜେଡିରେ ଯୋଗ ଦେଲେ
ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ନିର୍ବାଚନ ମଣ୍ଡଳୀ ଖପ୍ରାଖୋଲ ବ୍ଳକ କରୁଆଁଝର ପଞ୍ଚାୟତର ସରପଞ୍ଚ, ନାଏକ ସରପଞ୍ଚ, ୱ।ର୍ଡମେମ୍ବରଙ୍କ ସହ ୯୮ ଜଣ ଯୁବ ବିଜେପି କର୍ମୀ ଦଳ ଛାଡ଼ି ବିଜେଡିରେ ଯୋଗଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନିର୍ମଳ ଶାସନରେ!-->…
Read More...
Read More...