କବି ସତ୍ୟନାରୟଣ ବେରିଆଙ୍କ ମାତୃ ବିୟୋଗ
ପଦ୍ମପୁର, (ନିରୋଜ କୁମାର ପାଣୀ) : ବୁଧବାର ଦିନ ସନ୍ଧ୍ୟା ୮ଟା ବେଳେ କବି ସତ୍ୟନାରୟଣ ବେରିଆଙ୍କ ମାତା ଶ୍ରୀମତୀ ଅମ୍ବିକା ବେରିଆ ୬୫ ବର୍ଷ ବୟସରେ ଝୁନୁଙ୍ଗାପାଲି ବାସଭବନ ଠାରେ ଦେହାନ୍ତ ଘଟିଥିବା ଜଣାପଡିଛି । ସେ ଥିଲେ ମିଷ୍ଟଭାଷୀ ଧର୍ମପରାୟଣା ମହିଳା । ତାଙ୍କର ବିୟୋଗରେ ଝୁନୁଙ୍ଗାପାଲି!-->…
Read More...
Read More...