ଅସହାୟ ପରିବାରରକୁ ଆର୍ଥିକ ସହାୟତା ଯୋଗାଇ ଦେଲେ ବରଗଡ଼ ବିଧାୟକ
ବରଗଡ଼, (ନିରୋଜ କୁମାର ପାଣୀ) : ଗତ ନୂଆଁଖାଇ ଦିନ ନିଜ ମା'ର ମୃତ ଶରୀରକୁ ଶବ ସତ୍କାର କରିବାକୁ ପୁଅ ଅମଙ୍ଗ ହେବାରୁ ଶେଷରେ ସଂକଲ୍ପ ପରିବାର ଦ୍ୱାରା ତାଙ୍କ ଶେଷକୃତ୍ୟ ସମାପନ କରାଯାଇଥିଲା । ଏପରି ଏକ ଅଭାବନୀୟ ଘଟଣା ସାରା ଓଡ଼ିଶାରେ ଚହଳ ପକାଇ ଦେଇଥିଲା । ସୂଚନା ଅନୁସାରେ ବରଗଡ଼ ୧୧!-->…
Read More...
Read More...