ଅନାଥ ଭଉଣୀଙ୍କୁ ଆଶୀର୍ବାଦ ଯୋଜନାରେ ସାମିଲ କରେଇଲେ ସମାଜସେବୀ
କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଧାମନପୁର ଗାଁରେ ରହୁଥିଲେ ତିନି ଜଣ ବାପ ମା' ଛେଉଣ୍ଡ ଛୁଆ । ପିତା ମାତାଙ୍କ ଦେହାନ୍ତ ପରେ ସେମାନେ ବହୁତ ଅସୁବିଧାରେ ରହୁଥିବା ବେଳେ ଆହା ପଦେ କହିବାକୁ ମଧ୍ୟ କେହି ନଥିଲେ । ଯାହା ମିଳିଲା ସେଥିରେ ତିନି ଭଉଣୀ!-->…
Read More...
Read More...