ଭିଜିଲାନ୍ସ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କଲେ ଯଶୱନ୍ତ ଜେଠୱା ଓଡିଶା By Koshala Prabaha On Friday 25th June 2021, 6:23 pm Share କଟକ : ଭିଜିଲାନ୍ସ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଯଶୱନ୍ତ ଜେଠୱା । ଗତକାଲି ଆଇପିଏସ୍ ସ୍ତରରେ ଅଦଳବଦଳ ବେଳେ ଭିଜିଲାନ୍ସର ନୂଆ ନିର୍ଦ୍ଦେଶକ ଭାବେ ଜେଠୱାଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା । ଦେବାଶିଷ ପାଣିଗ୍ରାହୀଙ୍କ ବିୟୋଗ ପରେ ଭିଜିଲାନ୍ସ ନିର୍ଦ୍ଦେଶକଙ୍କ ପଦ ଖାଲି ପଡ଼ିଥିଲା । cuttack news