ଦିବ୍ୟାଙ୍ଗ ଜଗନ୍ନାଥଙ୍କୁ ହ୍ୱିଲ୍ ଚେୟାର ପ୍ରଦାନ କଲେ ପାଇକମାଲ ବିଜୁ ଜନତା ଦଳ ବ୍ଲକ ସଭାପତି ଗୌତମ ସିଂ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟକଙ୍କ ନିର୍ଦ୍ଦେଶ କ୍ରମେ ବିଜୁ ଯୁବ ଜନତା ଦଳ ପାଇକମାଲ ବ୍ଲକ ସଭାପତି ଗୌତମ ସିଂ ଜାମସେଠ ପଞ୍ଚାୟତ ଭାରୁଆମୁଣ୍ଡା ଗ୍ରାମକୁ ଯାଇ ପାଇକମାଲ ବ୍ଲକ ଉପ ସଭାପତି ତଥା ଯୁବ ସମାଜସେବୀ ଶରତ ଚନ୍ଦ୍ର ତାଣ୍ଡି, ଆଇଟି ସଂଯୋଜକ ଗଣେଶ ପ୍ରଧାନ, ଡିଜିଟାଲ ସେକ୍ରେଟାରୀ କାହ୍ନା ସରାଫଙ୍କ ଉପସ୍ଥିତିରେ ଜାମସେଠ ଗ୍ରାମ ପଞ୍ଚାୟତ ଭରୁଆମୁଣ୍ତା ଗ୍ରାମ ଦିବ୍ୟାଙ୍ଗ ବାଳକ ଜଗନ୍ନାଥ ତାଣ୍ଡିଙ୍କୁ ହ୍ୱିଲ୍ ଚେୟାର ଟିଏ ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.