ଅତିରିକ୍ତ ଏସ୍‌ପି ତ୍ରିନାଥ ମିଶ୍ରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

କଟକ : ଆୟ ବର୍ହିିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଅତିରିକ୍ତ ଏସ୍‌ପି ତ୍ରିନାଥ ମିଶ୍ରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଭିଜିଲାନ୍ସ ଟିମ୍‌ ଶ୍ରୀ ମିଶ୍ରଙ୍କ ଘର ଅଫିସ ସମେତ କଟକ, କୋରାପୁଟ, ଯାଜପୁର ଓ ଭୁବନେଶ୍ୱରରେ ରେଡ଼୍‌ କରୁଥିବା ଜଣାପଡ଼ିଛି । ଏହି ଚଢ଼ାଉରେ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ଜବତ କରାଯାଇଛି । ଏପର୍ୟ୍ୟନ୍ତ କେତେ ସମ୍ପତ୍ତି ଠୁଳ ହୋଇଛି । ସେନେଇ ସ୍ପଷ୍ଟ ସୂଚନା ମିଳିନାହିଁ ।

Leave A Reply

Your email address will not be published.