ଭିଜିଲାନ୍ସ ଜାଲରେ ଖଡ଼ିଆଳ ବିଡିଓ ନାରାୟଣ ସାହୁ

ନୂଆପଡ଼ା, (ନିରାକାର ମେହେର) : ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବିଡିଓ ନାରାୟଣ ସାହୁଙ୍କ ଘରେ ଭିଜିଲାନ୍ସ ରେଡ୍ ହୋଇଥିବା ଜଣାପଡିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ ଚାଲିଛି । ନୂଆପଡ଼ା ଓ ବଲାଙ୍ଗିର ସମେତ ୫ଟି ସ୍ଥାନରେ ରେଡ୍ ହେଉଛି ।

Leave A Reply

Your email address will not be published.