ପିସ୍ତଲ ମୁନରେ ବନ୍ଧକ ଥିବା ପରିବାରର ୩ଜଣ ସଦସ୍ୟଙ୍କୁ ଉଦ୍ଧାର କଲା ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପିସ୍ତଲ ମୁନରେ ବନ୍ଧକ ଥିବା ପରିବାର ୩ଜଣ ସଦସ୍ୟଙ୍କୁ ଉଦ୍ଧାର କରିଛି ପୋଲିସ । ତେବେ ଉଦ୍ଧାର କାର୍ୟ୍ୟରେ ନିଜେ ଏସ୍‌ଡିପିଓ ତୋଫାନ ବାଗ ନିୟୋଜିତ ଥିବା ବେଳେ ପଣବନ୍ଦୀ ଥିବା ପରିବାରର ସଦସ୍ୟଙ୍କୁ କୌଶଳ କ୍ରମେ ଉଦ୍ଧାର କରିଛି ପୋଲିସ । ଉଦ୍ଧାର ହୋଇଥିବା ସଦସ୍ୟମାନେ ହେଲେ ମଦନମୋହନ ହୋତା, ଦିବ୍ୟଲୋଚନ ହୋତା ଏବଂ ଜୋସ୍ନାମୟୀ ହୋତା । ତେବେ ବନ୍ଧୁକଧାରୀ ଯୁବକ ଏବେବି ଘର ଭିତରେ ରହିଥିବା ସୂଚନା ମଳିଛି ।

Leave A Reply

Your email address will not be published.