oom

ଇସ୍ପାତ ମାର୍କେଟରେ ସୁଇଟ ଆଣ୍ଡ ସ୍ନାକ୍ସ ଦୋକାନ ଉଦ୍‌ଘାଟିତ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ଇସ୍ପାତ ମାର୍କେଟଠାରେ ବୃନ୍ଦାବନ ସୁଇଟ୍ସ ଆଣ୍ଡ ସ୍ନାକ୍ସ ଦୋକାନ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକଙ୍କ ଦ୍ଵାରା ଉଦ୍‌ଘାଟିତ ହୋଇଯାଇଛି । ଏହି ଦୋକାନରେ ସୁଲଭ ମୂଲ୍ୟରେ ମିଷ୍ଟାନ୍ନ ସହ ମିକ୍ସଚର ଇତ୍ୟାଦି ଉପଲବ୍ଧ ହେବ ବୋଲି ସତ୍ୱାଧିକାରୀ ହିମାଂଶୁ ମହାନ୍ତି ସୂଚନା ଦେଇଛନ୍ତି । ଏହି ଅବସରରେ ହରି ମହାନ୍ତି, ଶଶିପ୍ରିୟା ମହାନ୍ତି, ରାଜଶ୍ରୀ ପଟ୍ଟନାୟକ, ସ୍ୱାଗତିକା ପୃଷ୍ଟି, ଅନୁସୂୟା ମହାନ୍ତି, ରାଧାଶ୍ୟାମ ପଟ୍ଟନାୟକ, ବିନୟ ପଟ୍ଟନାୟକ, କୁନମୁନ ମହାନ୍ତି, ଆୟୁସ୍ମାନ ମହାନ୍ତି, ଆଦ୍ୟଶା ମହାନ୍ତି, ପ୍ରତାପ ମହାନ୍ତି, ପ୍ରମୋଦ ମହାନ୍ତି, ଜୟନ୍ତ କୁମାର ମିଶ୍ର ତଥା ମାର୍କେଟର ବହୁ ବ୍ୟବସାୟୀ ବୃନ୍ଦ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.