ls

ଅମୃତ ଧାରା ପ୍ରକଳ୍ପ ଉଦ୍‌ଘାଟିତ

sb

ମୁରିବାହାଲ, (କେପିଏନ୍‌ଏସ୍‌) : ମୁରିବାହାଲ ବ୍ଲକ ଗୁଡିଘାଟ ପଞ୍ଚାୟତ ଅଫିସ ପରିସରରେ ଏକ ଅମୃତ ଧାରା ପ୍ରକଳ୍ପ ରବିବାର ଉଦ୍‌ଘାଟିତ ହୋଇଯାଇଛି । ସେହିପରି ସ୍ଥାନୀୟ ଖଜୁରମୁଣ୍ଡାରେ ହେବାକୁ ଥିବା ଅମୃତ ସରୋବର କାର୍ଯ୍ୟର ଭୂମିପୂଜା ମଧ୍ୟ ସମ୍ପନ୍ନ ହୋଇଛି । ଏଥିରେ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

pc pk
Leave A Reply

Your email address will not be published.