oum

ୱାର୍ଡ ନମ୍ବର ୨୧ରେ ଚାଇଲ୍ଡ ପ୍ଲେ ଷ୍ଟେସନର ଶୁଭ ଉଦ୍‌ଘାଟନ କଲେ ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ନବବର୍ଷରେ ଶିଶୁଙ୍କ ପାଇଁ ୱାର୍ଡ ନମ୍ବର ୨୧ରେ ଚାଇଲ୍ଡ ପ୍ଲେ ଷ୍ଟେସନର ଶୁଭ ଉଦ୍‌ଘାଟନ କଲେ ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ । ଏହି ଅବସରରେ ପୌରାଧ୍ୟକ୍ଷା ଲିକା ସାହୁଙ୍କ ସମେତ ୱାର୍ଡ କାଉନସିଲର ଶତୃଘନ ବାଗ ଓ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ସାମ୍ମି ଜୟଶ୍ରୀ ରେଡ୍ଡୀ ।

Leave A Reply

Your email address will not be published.