oom

ସାହୁ ଫ୍ୟାମିଲି ହୋଟେଲକୁ ଫିତାକାଟି ଶୁଭାରମ୍ଭ କଲେ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର-ପାଟଣାଗଡ ରୋଡ ରଜାପଡା ଏଲ୍‌ଆଇସି ଅଫିସ୍‌ ନିକଟରେ ଆର୍ଯ୍ୟ ସାହୁଙ୍କ ଦ୍ବାରା ପ୍ରତିଷ୍ଠିତ ସାହୁ ଫ୍ୟାମିଲି ହୋଟେଲକୁ ଫିତାକାଟି ଶୁଭାରମ୍ଭ କଲେ ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ । ପ୍ରଥମେ ପରିବାର ବର୍ଗ ଓ ଆଖପାଖର ପଡୋଶୀମାନଙ୍କ ଉପସ୍ଥିତରେ ସତ୍ୟ ନାରାୟଣ ପୂଜା ହେବା ପରେ ସମସ୍ତଙ୍କ ଉପସ୍ଥିତରେ ହୋଟେଲର ଫିତାକଟି ଥିଲେ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ । ହୋଟେଲର ଏହି ଶୁଭାରମ୍ଭ ଅବସରରେ ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀମତୀ ସରସ୍ଵତୀ ସାହୁ, ବିଜେପି ମେଡିଆ ସେଲର ରାଜ୍ୟ ସହ ସମ୍ପାଦକ ଚନ୍ମୟ କୁମାର ପଣ୍ତା, ବିଜେପି ଯୁବନେତା ପ୍ରୀତେଶ ବହିଦାର, ଆଇନଜୀବୀ ରାଜ କିଶୋର ସାହୁ, ରବିନ ମେହେର, ରାଜୀବ ବଗର୍ତ୍ତି, ସୁରଜ ସୁନା, ଭଗବାନ ମଟାରୀ, ରାଜେଶ ସାହୁ, ରାଜେଶ ଭୋଇ, ମୁନ୍ନା ବିଶି, ସୁଦାମ ସୁନା, ଲାଳୁ ଡୁଙ୍ଗରି ସମେତ ବହୁ ସଂଖ୍ୟାରେ ଲୋକେ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.