ଟ୍ରେନ୍‌ ଲାଇନ୍‌ରୁ ମୃତଦେହ ଉଦ୍ଧାର

ଅନୁଗୁଳ : ଅନୁଗୁଳ ଚଣ୍ଡିବଜାର ନିକଟସ୍ଥ ଟ୍ରେନ୍‌ ଲାଇନ୍ ଉପରେ ଜଣଙ୍କର ମୃତଦେହ ପଡିଥିବା ଦେଖିବାକୁ ମିଳିଛି । ସୂଚନା ଅନୁସାରେ, ମୃତବ୍ୟକ୍ତି ଜଣକ ହେଲେ ବାବୁଲି ବେହେରା । ତାଙ୍କର ବୟସ ୩୨ ବର୍ଷ ହେବ ବୋଲି ଜଣାପଡିଛି । ସେ ଫରେଷ୍ଟ କଲୋନୀରେ ରହୁଥିଲେ । ତେବେ କେଉଁ କାରଣରୁ ସେ ଆତ୍ମହତ୍ୟା କରିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ । ଘଟଣା ସ୍ଥଳରୁ କିଛି ଦୂରରେ ତାଙ୍କ ବାଇକ ରହିଥିବା ବେଳେ ସେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି ।

Leave A Reply

Your email address will not be published.