ଶାନ୍ତିଆ ବ୍ରିଜ୍ ଉପରୁ ଗୁରୁତର ଅବସ୍ଥାରେ ଅଜଣା ଯୁବକଙ୍କୁ ଉଦ୍ଧାର କଲା ଜଳେଶ୍ୱର ପୋଲିସ

ଜଳେଶ୍ୱର : ଶାନ୍ତିଆ ବ୍ରିଜ୍ ଉପରୁ ଗୁରୁତର ଅବସ୍ଥାରେ ଜଣେ ଅଜଣା ଯୁବକଙ୍କୁ ଜଳେଶ୍ୱର ପୋଲିସ ଉଦ୍ଧାର କରିଥିବା ଜଣାପଡିଛି । ସୂଚନା ଅନୁସାରେ ବାଲେଶ୍ଵର ଜିଲ୍ଲା ଜଳେଶ୍ୱର ଥାନା ୬୦ ନମ୍ଵର ଜାତୀୟ ରାଜପଥ ଶାନ୍ତିଆ ବ୍ରିଜ୍ ଉପରୁ ଆଜି ଭୋର ସମୟରେ ହାତ ଗୋଡ ବନ୍ଧା ଅବସ୍ଥାରେ ଜଣେ ଯୁବକଙ୍କୁ ଜଳେଶ୍ୱର ପୋଲିସ ଉଦ୍ଧାର କରିଛି । ଯୁବକଙ୍କୁ ଜଳେଶ୍ୱର ଜିକେ ଭଟ୍ଟର ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Leave A Reply

Your email address will not be published.