ମାଆ-ପୁଅଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମ୍ବଲପୁର : ସମ୍ବଲପୁର ଜିଲ୍ଲା ଟାଙ୍ଗରପାଲିରୁ ମାଆ ଓ ପୁଅଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତ ମହିଳା ଜଣଙ୍କ ହେଲେ ଜ୍ୟୋସ୍ନାରାଣୀ ଦାସ । ସେ ଗମ୍ଭାରକଟା ସ୍କୁଲରେ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟରତ ଥିଲେ । ମୃତ ପୁଅ ହେଲେ ସୁଧିର ପଣ୍ତା । ଦିନକ ପୂର୍ବରୁ ଉଭୟ ମାଆ ଓ ପୁଅ ଆତ୍ମହତ୍ୟା କରିଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

Leave A Reply

Your email address will not be published.