ରେଳଧାରଣାରୁ ଯୁବତୀଙ୍କ କଟା ମୁଣ୍ଡ ଓ ଦେହ ଉଦ୍ଧାର

ବଲାଙ୍ଗିର, (କେପିଏନ୍‌ଏସ୍‌): ସ୍ଥାନୀୟ ଖୁଜେନପାଲି ନିକଟ ଦେଇ ଯାଇଥିବା ରେଳ ଧାରଣାରେ ଜଣେ ଯୁବତୀଙ୍କ କଟା ମୁଣ୍ଡ ଓ ଦେହ ଉଦ୍ଧାର ହୋଇଥିବା ଜଣାପଡିଛି । ତେବେ ମୃତ ଯୁବତୀ ଜଣକ ବଲାଙ୍ଗିର ସହରର ସାରିକା ସାଏ ବୋଲି ଜଣାପଡିଛି । ନିଜ କାର୍‌ରେ ଆସି ସେ ଆତ୍ମହତ୍ୟା କରିଥିବା ନେଇ ଆଲୋଚନା ହେଉଥିବା ବେଳେ ବଲାଙ୍ଗିର ଆର୍‌ପିଏଫ୍‌ ପୋଲିସ ତଦନ୍ତ କରୁଥିବା ସୂଚନା ମିଳିଛି ।

Leave A Reply

Your email address will not be published.

error: Content is protected !!