om academy

କଣ୍ଟାବାଞ୍ଜିର ଦୁଇଟି ଦୋକାନରେ ଟିକସ ଫାଙ୍କୁଥିବା ଅଭିଯୋଗ : ଜିଏସଟି ଚଢାଉ

jsm

କଣ୍ଟାବାଞ୍ଜି, (ମନୀଷ କୁମାର ହଂସ) : ରାଜ୍ୟ ସରକାରଙ୍କ ବାଣିଜ୍ୟ କର ଓ ଦ୍ରବ୍ୟ ସେବା କର ଦଳର କଣ୍ଟାବାଞ୍ଜିର ଦୁଇଟି ଦୋକାନରେ ଟିକସ ଫାଙ୍କୁଥିବା ଅଭିଯୋଗରେ ଚଢ଼ାଉ ହୋଇଥିବା ଜଣାପଡିଛି । ଏହି ଦୋକାନ ଦୁଇଟି ହେଲା କଣ୍ଟାବାଞ୍ଜି ସହରର ଏନ୍‌ଏସି ଛକରେ ଥିବା ବାଲାଜୀ ଫର୍ଣ୍ଣିଚର ଆଣ୍ଡ୍‌ ଇଲେକ୍ଟ୍ରୋ ଦୋକାନ ଏବଂ ଗୋଦାମ ଓ କମଳାଡେଙ୍ଗ୍‌ କପଡା ହୋଲ୍‌ସେଲ୍‌ ଦୋକାନ ।

Leave A Reply

Your email address will not be published.