ls

ପୋଲିସରେ ଚାକିରି କରାଇ ଦେବାକୁ କହି ୨୫ ଲକ୍ଷ ଠକେଇ ଅଭିଯୋଗ

sb

ମଞ୍ଚେଶ୍ୱର : ପୋଲିସ ବିଭାଗରେ କନେଷ୍ଟବଳ ଚାକିରି କରାଇ ଦେବାକୁ କହି ୨୫ ଲକ୍ଷ ଠକେଇ ହୋଇଥିବା ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି କରି ମୟୂରଭଞ୍ଜ ରାଇରଙ୍ଗପୁର ଅଞ୍ଚଳର ଦେବବ୍ରତ ପଲେଇଙ୍କୁ ଗିରଫ କରିଛି ମଞ୍ଚେଶ୍ୱର ପୋଲିସ ।

pc pk
Leave A Reply

Your email address will not be published.