ବୀମା ନାଁରେ ଠକେଇ ହେଉଛି ହଜାର ହଜାର ଟଙ୍କା ବୁଡାମାଲ ପଞ୍ଚାୟତ ଅଂଚଳରେ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ବୁଡାମାଲ ଗ୍ରାମ ପଞ୍ଚାୟତ ଅଂଚଳରେ ଚାଲିଛି ଚାଷୀ ବୀମା ନାଁରେ ହଜାର ହଜାର ଟଙ୍କା ଆଦାୟ । ଚାଷୀଙ୍କୁ ଭୁଆଁ ଭୁଲାଇ ତୁମକୁ ଲକ୍ଷ ଲକ୍ଷ ଟଙ୍କା ମିଳିବ କହି ପ୍ରତ୍ୟେକ ଚାଷୀଙ୍କ ଘରକୁ ଘର ଯାଇ ଏକ ହଜାର ଟଙ୍କା ଲେଖାଏଁ ଚାନ୍ଦା ମଗା ଯାଉଥିବାରୁ ସୂଚନା ମିଳିଛି । କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତି ବସି ବ୍ୟକ୍ତିଗତ ଭାବରେ ଆଲୋଚନା କରି ଚାଷୀଙ୍କୁ ଠକା ଚାଲିଛି । ତେବେ ନିଉଜ ମାଧ୍ୟମରେ ଚାଷୀଙ୍କୁ ସତର୍କ କରାଯାଉଛି ଓ ବୁଡେନ ପୁଲିସ, ପଦ୍ମପୁର ଉପଖଣ୍ତ ପୁଲିସ ଅଧିକାରୀ, ଉପ ଜିଲ୍ଲାପାଳ, ବରଗଡ଼ ଜିଲ୍ଲାପାଳ ଏହାର ତଦନ୍ତ କରି ଏହି ଠକ ଚାଷୀ ନେତାଙ୍କୁ ତୁରନ୍ତ ଗିରଫ କରିବାକୁ ଦାବୀ ହେଉଛି ।

Leave A Reply

Your email address will not be published.