om academy

ନେସ୍‌ନାଲ୍‌ ଏଲିଜିବିଲିଟି କମ୍‌ ଏନ୍‌ଟ୍ରାନ୍ସ ଟେଷ୍ଟ (ୟୁଜି) -୨୦୨୧ ପରୀକ୍ଷା କେନ୍ଦ୍ରର ଠିକଣା ସଂପର୍କରେ ସ୍ପଷ୍ଟୀକରଣ

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ନେସ୍‌ନାଲ୍‌ ଏଲିଜିବିଲିଟି କମ୍‌ ଏନ୍‌ଟ୍ରାନ୍ସ ଟେଷ୍ଟ (ୟୁଜି) -୨୦୨୧ ପାଇଁ ଆସନ୍ତା ୧୨ ତାରିଖ ଦିନ ପରୀକ୍ଷା ହେବାକୁ ଥିବା ବେଳେ ପରୀକ୍ଷାର୍ଥୀମାନଙ୍କ ଏଡ୍‌ମିଟ୍‌ କାର୍ଡରେ ପରୀକ୍ଷା କେନ୍ଦ୍ରର ଠିକଣା ଭୁଲରେ ସେଂଚୁରିଆନ୍‌ ପବ୍ଲିକ୍‌ ସ୍କୁଲ, ହାତୀଶାଲପଡ଼ା, ବଲାଙ୍ଗିର-୭୬୭୦୨୫ ବୋଲି ଉଲ୍ଲେଖ ରହିଛି । ବାସ୍ତବରେ ଏହି ଠିକଣା ହେଉଛି – ସେଂଚୁରିଆନ୍‌ ପବ୍ଲିକ୍‌ ସ୍କୁଲ, ଇଡ୍‌କୋ ଲେଣ୍ଡ୍‌, ବିଏସ୍‌ଏନ୍‌ଏଲ୍‌ ଅଫିସ୍‌ ପଛପାଖ, ରାଜୀବ ନଗର, ବଲାଙ୍ଗିର – ୭୬୭୦୦୧ । ଏଥିପ୍ରତି ପରୀକ୍ଷାର୍ଥୀମାନେ ଧ୍ୟାନ ଦେବା ପାଇଁ ସେଣ୍ଟର ସୁପରିଷ୍ଟେଣ୍ଡେଣ୍ଟ ଅଙ୍କିତା ଶୁଭସ୍ମିତା ଗଡ଼ତ୍ୟା ନିବେଦନ କରିଛନ୍ତି ।

Leave A Reply

Your email address will not be published.