ମାଣିକେରା ଗ୍ରାମ ପଞ୍ଚାୟତର ସମିତି ସଭ୍ୟ ପଦବୀରେ ଲଢ଼ୁଛନ୍ତି ଟଙ୍କଧର ପନ୍ଦର

ମ.ରାମପୁର, (କେପିଏନ୍‌ଏସ୍‌) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ମାଣିକେରା ଗ୍ରାମ ପଞ୍ଚାୟତର ସମିତି ସଭ୍ୟ ପଦବୀରେ ଲଢ଼ୁଛନ୍ତି ଟଙ୍କଧର ପନ୍ଦର । କୋଭିଡ଼ କଟକଣାକୁ ଦୃଷ୍ଟିରେ ରଖି ବ୍ୟକ୍ତିଗତ ଭାବେ ବିଭିନ୍ନ ଗାଁକୁ ଗସ୍ତ କରି ଘରକୁ ଘର ଯାଇ ମତଦାତାଙ୍କୁ ଭେଟୁଥିବା ବେଳେ ମାଣିକେରା ଗ୍ରାମ ପଞ୍ଚାୟତର ସର୍ବାଙ୍ଗିନ ଉନ୍ନତି ତାଙ୍କର ଲକ୍ଷ୍ୟ ରହିଥିବା ସେ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.