centurian jitm

ବଲାଙ୍ଗିର ସହରରେ କାଳ ବୈଶାଖୀର ତାଣ୍ଡବ : ରାସ୍ତାକଡ଼ର ଗଛ ପଡ଼ି ଗୁଡ଼ାଏ ବାଇକ କ୍ଷତିଗ୍ରସ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ସନ୍ଧ୍ୟା ପାଖାପାଖି ୬ଟା ସମୟରେ ଜୋର୍‌ରେ ପବନ, ବର୍ଷା ସହ ଘଡ଼ଘଡ଼ି ଲାଗିରହିଥିଲା ।ଯାହାଫଳରେ ବଲାଙ୍ଗିର ସହରର ବଲାଙ୍ଗିର-ସମ୍ବଲପୁର ରୋଡ଼ ସ୍ଥିତ ପଟେଲ ନର୍ସିଂହୋମ ନିକଟରେ ଏକ ବିରାଟକାୟ ଲିମ୍ବଗଛ ଭାଙ୍ଗି ତଳେଥିବା ବାଇକ ଉପରେ ପଡ଼ିଯାଇଥିଲା । ଯାହାଫଳରେ ବାଇକ ଗୁଡ଼ିକ କ୍ଷତିଗ୍ରସ୍ତ ହୋଇଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.