
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ୍ରେ ଜଳ ଜୀବନ ମିଶନ୍ ଅନ୍ତର୍ଗତ ଏସ୍ଇଏମ୍ ମାନଙ୍କୁ ଜଳଯୋଗାଣ ଉପରେ ତାଲିମ ଦିଆଯାଇଥିବା ନେଇ ଜିଲ୍ଲାପାଳ ଚଂଚଳ ରାଣା ସୂଚନା ଦେଇଛନ୍ତି । ଏଥିରେ ବିଭାଗୀୟ ଅଧିକାରୀମାନେ ଯୋଗ ଦାନ କରି ଉପସ୍ଥିତ ଥିବା ଏସ୍ଇଏମ୍ ମାନଙ୍କୁ ଜଳଯୋଗାଣ ଉପରେ ତାଲିମ ଦେଇଥିଲେ ।