ନିଆଁକୁ ଆୟତ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ତହସିଲଦାରଙ୍କ ଜରିଆରେ ସ୍ମାରକପାତ୍ର ପ୍ରଦାନ

ଡେଲାଙ୍ଗ, (ଦିଲୀପ କୁମାର ଧାଉଡିଆ) : ଶିମିଳିପାଳ ଅଭୟରଣ୍ୟ ସହିତ ଅନ୍ୟାନ ଜଙ୍ଗଲ ନିଆଁକୁ ଆୟତ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଡେଲାଙ୍ଗର ନୂତନ ତହସିଲଦାର ମହେନ୍ଦ୍ର କୁମାର ବଢ଼ାଇଙ୍କ ଜରିଆରେ ସ୍ମାରକପାତ୍ର ପ୍ରଦାନ କରୁଛନ୍ତି ସବୁଜ ଡେଲାଙ୍ଗ ଟ୍ରଷ୍ଟର ଅଧ୍ୟକ୍ଷ ଆଇନଜୀବୀ ହୃଷିକେଶ ପାଢ଼ୀ ।

Leave A Reply

Your email address will not be published.