oum

କୋଭିଡ୍ ନିୟମ ଉଲ୍ଲଂଘନ କରି ତହସିଲଦାର ନିଲମ୍ବିତ : ଭାଇ ବାହାଘରରେ କରିଥିଲେ ନାଗିନ୍ ଡ୍ୟାନ୍ସ

jsm

ଯାଜପୁର : କୋଭିଡ୍ ନିୟମ ଉଲ୍ଲଂଘନ କରି ଭାଇ ବାହାଘରରେ ନାଗିନ୍ ଡ୍ୟାନ୍ସ କରିଥିବା ଯାଜପୁର ଜିଲ୍ଲା ସୁକିନ୍ଦାର ତହସିଲଦାର ବୁଲବୁଲ ବେହେରାଙ୍କୁ ରାଜ୍ୟ ସରକାର ନିଲମ୍ବିତ କରିଛନ୍ତି । ତେବେ ଗତ ମେ ୨୧ ତାରିଖରେ ଜଗତସିଂହପୁରରେ ଭାଇ ବାହାଘର ଶୋଭାଯାତ୍ରାରେ ବିନା ମାସ୍କରେ ସେ ଡ୍ୟାନ୍ସ କରୁଥିଲେ । ପରେ ତହସିଲଦାରଙ୍କ ଭିଡିଓ ଭାଇରାଲ୍ ହେବା ପରେ ଚାରିଆଡୁ ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଏହାପରେ ଜୁନ୍ ୭ ତାରିଖରେ ଜାତୀୟ ମାନବାଧିକାର କମିଶନ ତହସିଲଦାର କୋଭିଡ୍ ନିୟମର ଉଲ୍ଲଂଘନ କରିଥିବା ଦର୍ଶାଇ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଜଗତସିଂହପୁର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

Leave A Reply

Your email address will not be published.