oom

ସ୍ୱର୍ଣ୍ଣିମ ବିଜୟ ସ୍ମାରକୀ ଜ୍ୟୋତି ଗୋପାଳପୁର ମିଲଟାରୀ ଷ୍ଟେସନରୁ ବିଧିବଦ୍ଧ ବ୍ୟବସ୍ଥିତି ଆର୍ମି ବିଧାନକ୍ରମେ ବିଦାୟ

jsmm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭାରତୀୟ ପ୍ରତିରକ୍ଷା ବାହିନୀର ସ୍ୱର୍ଣ୍ଣିମ ବିଜୟ ସ୍ମାରକୀ ଜ୍ୟୋତି ଗୋପାଳପୁର ମିଲଟାରୀ ଷ୍ଟେସନରୁ ବିଦାୟ ସମ୍ବର୍ଦ୍ଧନା କରାଯାଇଛି । ବିଧିବଦ୍ଧ ଭାବେ ସମ୍ମାନ ପ୍ରଦର୍ଶନ ସହ ଅଖଣ୍ଡ ସ୍ମାରକୀ ଏହି ବିଜୟ ମଶାଲକୁ ଭବ୍ୟ ସମ୍ବର୍ଦ୍ଧନାର ସହ ବିଦାୟ ସମ୍ମାନ ଦିଆଯାଇଥିବା ଏହି ସ୍ୱର୍ଣ୍ଣିମ ଜ୍ୟୋତି ରାଜଧାନୀ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିଥିବା ବେଳେ ବାଟରେ ଭାରତୀୟ ନୌବାହିନୀ କେନ୍ଦ୍ର ଚିଲିକାରେ ପ୍ରତୀକ ରହଣି ଓ ସେଠାରେ ସ୍ୱର୍ଣ୍ଣିମ ବିଜୟ ସ୍ମାରକୀ ପାଳନ ଉତ୍ସବ ସମାହିତ ହେବାର ଆୟୋଜନ କାର୍ଯ୍ୟକ୍ରମ ରହିଛି ବୋଲି ଜଣାଯାଇଛି ।

jittmm
Leave A Reply

Your email address will not be published.