ଜିଲ୍ଲା ସମୀକ୍ଷା ଅଧିକାରୀ ସ୍ଥାନୀୟ ପାଣ୍ଠି ସମୀକ୍ଷା କାର୍ଯ୍ୟାଳୟ ବଲାଙ୍ଗିର ଠାରେ ୭୮ତମ ସ୍ୱାଧିନତା ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ସମୀକ୍ଷା ଅଧିକାରୀ ସ୍ଥାନୀୟ ପାଣ୍ଠି ସମୀକ୍ଷା କାର୍ଯ୍ୟାଳୟ ବଲାଙ୍ଗିର ଠାରେ ୭୮ତମ ସ୍ୱାଧିନତା ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି । ସମସ୍ତ କର୍ମଚାରୀଙ୍କ ଉପସ୍ଥିତିରେ ଜିଲ୍ଲା ସମୀକ୍ଷା ଅଧିକାରୀ କ୍ଷମାନିଧି ପ୍ରଧାନ ପତାକା ଉତ୍ତୋଳନ କରିଥିଲେ ଓ ଉଦ୍‌ବୋଧନ ଦେଇଥିଲେ । ସମୀକ୍ଷା ଅଧିକ୍ଷକ ତ୍ରିନାଥ ବିଶ୍ୱାଲ, ସନାତନ ଭୋଇ, ଅନିଲ କୁମାର ସାହୁ, ବିଭାଗୀୟ ଅଧିକାରୀ ରୂପେଶ କୁମାର ସାମଲ ତଥା ସମସ୍ତ ସମୀକ୍ଷକ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.